full screen
Filter By Category
Sanghamitra Raiguru

Sanghamitra Raiguruସଂଘମିତ୍ରା ରାଏଗୁରୁ (ଅଗଷ୍ଟ ୧୯୮୩, ଓଡିଶା): ସାହି52;୍ୟ ଜଗତର ଜଣେ ଚର୍ଚ୍ଚିତ ତଥା ସଫଳ ବହୁଭାଷୀ କବୀ, ଅନୁବାଦିକା ଓ ଉପସ୍ଥାପିକା । ନାରୀ ଜୀବନର ରହସ୍ୟଘନ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ତାଙ୍କ ରଚନାର ବିଶେଷତ୍ୱ ହୋଇଥିଲା ବେଳେ ହାତପାଆନ୍ତାର ଜୀବନ, ଯନ୍ତ୍ରଣା, ଭାବ, ଅଭାବ ଓ ନିଃସଙ୍ଗତା ଆଦିକୁ ଶବ୍ଦାବିଷ୍ଟ କରୁ କରୁ ସେ ଫୁଙ୍କି ପାରନ୍ତି ମାନବବାଦର ପଞ୍ଚଜନ୍ୟ ଆଉ ଖୋଜିବସନ୍ତି ଦୃଶ୍ୟ ଭିତରର ଦୃଶ୍ୟ । "ଲୁଣ ଓ ଅନ୍ୟାନ୍ୟ କବିତା' ତାଙ୍କର ଅଷ୍ଟମ କବିତା ସଙ୍କଳନ ଓ ଏକାଦଶତମ ପୁସ୍ତକ । ତାଙ୍କ ଅନ୍ୟ କବିତା ସଂଗ୍ରହ ପରି ଏହା ପାଠକଙ୍କୁ ମୌଳିକତାର ବାସ୍ନାରେ ବାସ୍ନାୟିତ କରିବା ସହ ଅନେକ ଆଦୃତି ସାଉଁଟିବ ଏ ବିଶ୍ୱାସ ଅଛି । ଲେଖିକାଙ୍କର ଅନ୍ୟାନ୍ୟ ସୃଷ୍ଟି ଭିତରେ ରହିଛି, 'ଆଖିରେ ଆଖିଏ ସ୍ୱପ୍ନ', 'ଜହ୍ନରେ ବି ଉଠେ ଝଡ', 'ଚାଲ ଦୀପଟେ ଜାଳିବା', 'ତୁମେ ସମୁଦ୍ର ମୁଁ ଶୋଷ', 'ଯାହା କୁହେନା ଆଇନା', 'ଟୋପେ କାକରର ମୋହ', 'କୁଛ୍ ଘୁଁଟ ଚାନ୍ଦ୍ କେ' (ହିନ୍ଦୀ), 'ରୋଶନୀ କୀ ଖାତିର'୍ (ହିନ୍ଦୀ), ଅନୂଦିତ ଉପନ୍ୟାସ ପ୍ରେମଚାନ୍ଦଙ୍କ 'ପ୍ରତିଜ୍ଞା' ଓ 'ସେବାସଦନ' । Read More Read Less

2 results found
List viewGrid view
Sort By:
1.
Chik Chik Panjha Sabu
Publisher: Black Eagle Books
No Review Yet
AED178
Binding:
Paperback
Release:
22 Apr 2024
Language:
Oriya
International Edition
Ships within 22-24 Days Explain..
Free Shipping in UAE.
2.
Loona O Anyanya Kabita
Publisher: Black Eagle Books
No Review Yet
AED178
Binding:
Paperback
Release:
17 Aug 2023
Language:
Oriya
International Edition
Ships within 22-24 Days Explain..
Free Shipping in UAE.
No more records found