full screen

Refine your Search

Availability

Shipping Time

Source

Binding

Language

Publication Year

Filter By Category
Goutam Jena

Goutam Jenaଆମ ସମୟର ଜଣେ ଚର୍ଚ୍ଚିତ କାବ୍ୟ ବ୍ୟକ୍ତିତ୍ୱ କବି ଡକ୍ଟର ଗୌତମ ଜେନା । ଭାଷାର ଚମତ୍କାରିତା, ସାବଲୀଳ ଶବ୍ଦ ସଂଯୋଜନା ଓ ଛନ୍ଦମୟତା ତାଙ୍କ କାବ୍ୟ ଗଢ଼ଣର ପୃଷ୍ଠଭୂମି । ଅନ୍ତରଙ୍ଗତାର ମହମହ ବାସ୍ନାରେ ପାଠକ ହଜିଯାଆନ୍ତି ତାଙ୍କ କାବ୍ୟ ଭାବନାରେ । ଗୈରିକ ଭାବନା ଓ ଶବ୍ଦର ଚାରୁକଳା ଭିତରେ ସେ ତିଆରି କରିପାରନ୍ତି ଏକ ସ୍ୱପ୍ନର ରାଜ୍ୟ । ସେହିପରି ଜୀବନର ନିଖୁଣ ଚିତ୍ର ଆଙ୍କି ସେ ତିଆରି କରିପାରନ୍ତି ଲୁହର ସାମ୍ରାଜ୍ୟ । ଏଯାବତ୍ ତାଙ୍କର ଏଗାର ଖଣ୍ଡ କବିତା ପୁସ୍ତକ ପ୍ରକାଶିତ, ଯେଉଁଠି ପାଠକ ଆପଣାକୁ ବାରମ୍ବାର ଭେଟିବାର ସୁଯୋଗ ପାଇପାରିବ । "ସମୟ ବିଷାଦ ନଈ' ପରି ଏକ କ୍ଲାସିକ୍ କବିତା ଗ୍ରନ୍ଥର ତୃତୀୟ ସଂସ୍କରଣ ଏ ଅବସରରେ ଆମେ ପାଠକଙ୍କୁ ପୁନଃ ଭେଟି ଦେଉଛୁ । ଏ ପୁସ୍ତକ ସମ୍ପର୍କରେ ବହୁଳ ଚର୍ଚ୍ଚା ଆଶା ରଖୁଛୁ । Read More Read Less

1 results found
List viewGrid view
Sort By:
1.
Samaya Bishada Nai
Publisher: Black Eagle Books
No Review Yet
AED178
Binding:
Paperback
Release:
06 Apr 2023
Language:
Oriya
International Edition
Ships within 22-24 Days Explain..
Free Shipping in UAE.
No more records found