full screen

Refine your Search

Availability

Shipping Time

Source

Binding

Language

Publication Year

Filter By Category
Binodini Patra

Binodini Patraକବୀ, କଥାକାର, ଅନୁବାଦିକା ଓ ଶିଶୁ ସାହିତ୍ୟିକା ଫ3;ରଫେସର ଡ. ବିନୋଦିନୀ ପାତ୍ର ଏଯାବତ୍ ପନ୍ଦରରୁ ଊର୍ଦ୍ଧ୍ୱ ପୁସ୍ତକର ରଚୟିତ୍ରୀ । ନିଜ ଛାତ୍ରୀ ଜୀବନରୁ ସେ ପ୍ରଜାତନ୍ତ୍ର ଗଳ୍ପ ପୁରସ୍କାରଠାରୁ ଆରମ୍ଭ କରି କାଦମ୍ବିନୀ ପୁରସ୍କାର, ଲେଖିକା ସଂସଦ ପୁରସ୍କାର, ଫକୀରମୋହନ ସାରସ୍ୱତ ପୁରସ୍କାର, ଚଲାପଥ, ବର୍ତ୍ତିକା ପୁରସ୍କାର ଓ ଆହୁରି ଅନେକ ଅନୁଷ୍ଠାନରୁ ନିଜର ସାରସ୍ୱତ ଉତ୍କର୍ଷ ପାଇଁ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି । ସେ ଉଭୟ ଓଡ଼ିଆ ଓ ଇଂରାଜୀରେ ଅନୁବାଦ ଓ ରଚନା କରନ୍ତି । ତାଙ୍କର ଅନେକ ରଚନା ଆମେରିକା, ମାଲେସିଆ ତଥା ବିଭିନ୍ନ ଭାରତୀୟ ପ୍ରଦେଶରେ ପ୍ରକାଶିତ । Read More Read Less

1 results found
List viewGrid view
Sort By:
1.
Maanka Baikunthapura
Publisher: Black Eagle Books
No Review Yet
AED80
Binding:
Paperback
Release:
07 Feb 2023
Language:
Oriya
International Edition
Ships within 14-16 Days Explain..
No more records found